ଶ୍ୱାସ ଓ ଇନଫ୍ଲୁଏଞ୍ଜାରେ ପୀଡିତ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ

ଶ୍ୱାସ ଓ ଇନଫ୍ଲୁଏଞ୍ଜାରେ ପୀଡିତ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ

#ଶ୍ୱାସ_ଓ_ଇନଫ୍ଲୁଏଞ୍ଜାରେ_ପୀଡିତ_ରୋଗୀଙ୍କ_ତଥ୍ୟ_ଲୁଚାଇଲେ_କାର୍ଯ୍ୟାନୁଷ୍ଠାନ        ଭୁୁବନେଶ୍ୱର  : ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକୁ ସେଠାରେ ଚିକିତ୍ସିତ ହେଉଥିବା ଶ୍ୱାସ କଷ୍ଟ ଓ ଇନଫ୍ଲୁଏଂଜାରେ ପୀଡିତ ସମସ୍ତ ରୋଗୀ ମାନଙ୍କ ତଥ୍ୟ ସଂଗ୍ରହ କରି ଲଗାତାର ଭାବେ ସରକାରଙ୍କୁ ଜଣାଇବାକୁ ପଡିବ । ଏହାକୁ ପାଳନନକଲେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଖିଲାପ କଲେ ସମ୍ପୃକ୍ତ ହସ୍ପିଟାଲକୁ ସିଜ୍ କରାଯିବ । ଏହା ବ୍ୟତୀତ ହସ୍ପିଟାଲର ଲାଇସେନ୍ସ ମଧ୍ୟ ବାତିଲ […]

Continue Reading