୭ ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ଜବରଦଖଲରେ

#ଶ୍ରୀଜଗନ୍ନାଥଙ୍କ_୨୫_ହଜାର_ଏକର_ଜମି_ଜବରଦଖଲରେ   ଭୁବନେଶ୍ଵର: ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ରହିଛି। ତେବେ ଓଡ଼ିଶାରେ ଜଗନ୍ନାଥଙ୍କ ସର୍ବାଧିକ ଜମି ରହିଥିବାବେଳେ ପଶ୍ଚିମବଙ୍ଗରେ ୨ୟ ସର୍ବାଧିକ ଜମି ଅଛି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନା ଏକ ଲିଖିତ ଉତ୍ତରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମୋଟ ୬୦ ହଜାର ୪୨୬ ଏକର […]

Continue Reading