ପିପିଲିର ସାପ୍ତାହିକ ହାଟ ପଦା ପଡିଆରେ ଆରମ୍ଭ , ଲୋକ ମାନୁନାହାଁନ୍ତି ସାମାଜିକ ଦୁରତ୍ୱ

ପିପିଲିର ସାପ୍ତାହିକ ହାଟ ପଦା ପଡିଆରେ ଆରମ୍ଭ , ଲୋକ ମାନୁନାହାଁନ୍ତି ସାମାଜିକ ଦୁରତ୍ୱ

#ଲୋକ_ମାନୁନାହାଁନ୍ତି_ସାମାଜିକ_ଦୁରତ୍ୱ         ପିପିଲି : ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଚଞ୍ଳର ଅଧିନରେ ଥିବା ସାପ୍ତାହିକ ହାଟକୁ ମହାମାରୀ କୋରନା ଭାଇରସ ସଂକ୍ରମିତ ନହେବା ଓ ସାମାଜିକ ଦୁରତ୍ୱକୁ ଲକ୍ଷ୍ୟରଖି ଇନ୍ଦିରା ମଇଦାନ(ପଦାପଡିଆ)କୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ମୁତାବକ ପିପିଲି ପୈାରଞ୍ଚଳର ଅତିରିକ୍ତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନିଳକଣ୍ଠ ବେହେରା,ପିପିଲି ତହସିଲଦାର ସପନ କୁମାର ନନ୍ଦ,ଥାନା ଅଧିକାରୀ ଗୈାରଙ୍ଗ ଚରଣ ପୁଷ୍ଟି,ବିଧାୟକଙ୍କ ପ୍ରତିନଧି ଧରଣୀଧର ସାହୁ ,ବ୍ୟବସାୟୀ ସଂଘ ସଭାପତି ଧିରେନ୍ଦ୍ର […]

Continue Reading