ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

#ଲକ୍_ଡାଉନ୍_ଉଲ୍ଲଂଘନ_୧୪୦୦_ଗିରଫ           ଭୁବନେଶ୍ୱର   :   କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରୀ କରାଯାଇଛି । ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ମାନଙ୍କୁ କ୍ୱାରେଂଟାଇନ୍ ରେ ରହିବାକୁ କୁହାଯାଇଛି । କ୍ୱାରେଂଟାଇନ୍ ପାଳନ ନକଲେ କେସ୍ କରାଯାଉଛି । ଏଭଳି ଭାବେ ୬୧ ଟା କେସ୍ କରାଯାଇଛି । ସେହିପରି ଲକ୍ ଡାଉନ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ପାଇଁ ୧୫୦୦ରୁ ଉଦ୍ଧ୍ୱର୍ କେସ୍ ରୁଜୁ କରାଯାଇଛି ଏବଂ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି […]

Continue Reading