ରାୟଗଡା ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ : ବସ୍‌ ସଫା କଲେ , ଯାତ୍ରୀଙ୍କୁ ପରାମର୍ଶ ଦେଲେ

ରାୟଗଡା ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ : ବସ୍‌ ସଫା କଲେ , ଯାତ୍ରୀଙ୍କୁ ପରାମର୍ଶ ଦେଲେ

#ରାୟଗଡା_ଜିଲ୍ଲାପାଳଙ୍କ_ଅଭିନବ_ପଦକ୍ଷେପ      ରାୟଗଡ଼ା:   ( ଗୁରୁପ୍ରସାଦ ସାହୁ ) ରାୟଗଡା ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ  ।  ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା  ବସ୍‌ ସଫା କଲେ । ହାତରେ ସାନିଟାଇଜ ଲିକ୍ୟୁଡ୍‌ ଓ ସ୍ପଞ୍ଜ ଧରି ବସ୍‌ ସିଟ୍‌, ରେଲିଂ, ହ୍ୟାଣ୍ଡେଲ୍‌ ଓ ପ୍ରବେଶ ପଥକୁ ସଫା କରିବା ସହ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଟ୍ରିପ୍‌ ପରେ ଏବଂ ପୂର୍ବରୁ ବସ୍‌ ସଫା କରିବା ପରେ ହିଁ ଯାତାୟତ କରିବାକୁ ବସ୍‌ […]

Continue Reading