ରାସ୍ତା ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌

ରାସ୍ତା ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌

#ରାସ୍ତା_ତଳକୁ_ଖସି_ପଡ଼ିଲା_ଯାତ୍ରୀବାହୀ_ବସ୍‌  ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ନମ୍ବର ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ରାସ୍ତାତଳକୁ ଓଲଟି ପଡ଼ିଛି। ଏହି ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସନ୍ତୋଷି ନାମକ ବସ୍‌ଟି ବାଲେଶ୍ୱରରୁ ଭୋର ପ୍ରାୟ ୪ଟାରେ ବାହାରି ୪୮ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବସ୍‌ ଚାଳକଙ୍କ ଆଖି ଲାଗି ଯିବାରୁ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା […]

Continue Reading