ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

#ରାଜ୍ୟସଭା_ଆସନ_ପାଇଁ_ବିଜେଡିର_ପ୍ରାର୍ଥୀ_ଘୋଷଣା    ଭୁବନେଶ୍ୱର: ଖାଲି ପଡ଼ିଥିବା ରାଜ୍ୟର ୪ ରାଜ୍ୟସଭା ଆସନ ନିମନ୍ତେ  ବିଜୁ ଜନତା ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ତଥାକଥିତ ହେଭିୱେଟ୍ ନେତାମାନେ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରନ୍ତି ନାହିଁ। ଏପରିକି ଦଳରେ ପଦପଦବୀ ପାଇଁ ଲବି ଓ ଚାପ ନୁହେଁ ବରଂ ବିଜେଡି ରଣନୀତିକାରଙ୍କ ନିଷ୍ପତ୍ତି  କୁ ହିଁ ସର୍ବୋଚ୍ଚ ପ୍ରାଥମିକତା ମିଳେ। ପୁରୁଖା ତଥା ପ୍ରଭାବଶାଳୀ ନେତାମାନଙ୍କ ପରିବର୍ତ୍ତେ ଦଳ […]

Continue Reading