ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଲକ ଡାଉନ

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଲକ ଡାଉନ

 #ରାଜ୍ୟର_ସମସ୍ତ_ଜିଲ୍ଲାରେ_ଲକ_ଡାଉନ_ଆରମ୍ଭ     ଭୁବନେଶ୍ୱର : କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମଙ୍ଗଳବାର ରାତ୍ରୀ ୧୨ଟାରୁ ଲକ ଡାଉନ ଘୋଷଣା କରା ଯାଇଛି । ଲକ ଡାଉନ ସମୟରେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଲକ ଡାଉନ ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି କୁହା ଯିବା ସହ ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଜାରୀ ରହିବ ବୋଲି ସରକାରଙ୍କ ପକ୍ଷରୁ […]

Continue Reading