ରାଜ୍ୟର ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ହିଁ ସରକାରୀ ଚାକିରି ଦେବା କଥା

ରାଜ୍ୟର ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ହିଁ ସରକାରୀ ଚାକିରି ଦେବା କଥା

#ରାଜ୍ୟର_ଭାଷା_ଜାଣିଥିବା_ବ୍ୟକ୍ତିଙ୍କୁ_ହିଁ_ସରକାରୀ_ଚାକିରି_ଦେବା କଥା   ନୂଆଦିଲ୍ଲୀ: ଯେଉଁମାନେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ସେହି ରାଜ୍ୟର ମାତୃଭାଷା ଜାଣିବା ଆବଶ୍ୟକ | ଏଥିପାଇଁ ନିଯୁକ୍ତି ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି | ଯେଉଁମାନଙ୍କୁ ସେହି ରାଜ୍ୟର ଭାଷା ଆସୁଛି ସେମାନଙ୍କୁ ହିଁ ସରକାରୀ ଚାକିରି ଦେବା ଆବଶ୍ୟକ ବୋଲି ଭେଙ୍କେୟା କହିଛନ୍ତି | ଆସନ୍ତାକାଲି ମାତୃଭାଷା ଦିବସ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି […]

Continue Reading