ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ

ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ

#ରାଜ୍ୟରେ_ସ୍ୱାସ୍ଥ୍ୟ_ବିପର୍ଯ୍ୟୟ_ପ୍ରଶମନ_ତାଲିମ_କେନ୍ଦ୍ର_ପ୍ରତିଷ୍ଠା_ଉପରେ_ଗୁରୁତ୍ୱାରୋପ            ଭୁବନେଶ୍ୱର    :    କୋଭିଡ୍-୧୯ ସଂପର୍କିତ ଉଚ୍ଚ କ୍ଷମତା ସଂପନ୍ନ ଗୋଷ୍ଠୀ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବକିଶୋର ଦାସ ପ୍ରସ୍ତାବ ଦେଇ କହିଲେ ଯେ ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଏବଂ ତା’ସହିତ ସମସ୍ତ ପ୍ରମୁଖ ରୋଗର ନିବାରଣ ଉକ୍ରର୍ଷ ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଭିନ୍ନ ଚିକିତ୍ସା ପଦ୍ଧତି ସଂପର୍କରେ ଗବେଷଣା, ପ୍ରତିରୋଧ […]

Continue Reading