ରାଜ୍ୟରେ ମିଶିଯିବ୧୧ ହଜାରରୁ ଅଧିକ ସ୍କୁଲ

ରାଜ୍ୟରେ ମିଶିଯିବ୧୧ ହଜାରରୁ ଅଧିକ ସ୍କୁଲ

#ରାଜ୍ୟରେ_ମିଶିଯିବ_୧୧_ହଜାରରୁ_ଅଧିକ_ସ୍କୁଲ       ଭୁବନେଶ୍ୱର : ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ସେହିପରି ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ।ସୂଚନା ଅନୁଯାୟୀ, ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା […]

Continue Reading