ରାଜ୍ୟରେ କରୋନା ପାଇଁ ସଙ୍ଗରୋଧ ନିୟମ ବଦଳିଲା

ରାଜ୍ୟରେ କରୋନା ପାଇଁ ସଙ୍ଗରୋଧ ନିୟମ ବଦଳିଲା

#ରାଜ୍ୟରେ_କରୋନା_ପାଇଁ_ସଙ୍ଗରୋଧ_ନିୟମ_ବଦଳିଲା                ଭୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସଙ୍ଗରୋଧ ନିୟମରେ ପରିବର୍ତନ କରା ଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ ବର୍ତ୍ତମାନ ବାହାରୁ ଆସୁଥିବା ଲୋକ ମାନେ ୧୪ ଦିନ ସଙ୍ଗରୋଧରେ ରହିବେ । ଗ୍ରାମାଂଚଳକୁ ଆସୁଥିବା ଲୋକ ମାନେ ସାତ ଦିନ ବାଧ୍ୟତାମୂଳକ ଭାବେ ସଂଗରୋଧରେ ରହିବେ । ଏହା ପରେ ଯାହାର ଲକ୍ଷଣ ଦେଖା ନ ଯିବ ସେମାନଙ୍କୁ ସାତ […]

Continue Reading