ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ପାଇଁ ସମୀକ୍ଷା ବୈଠକ

ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ପାଇଁ ସମୀକ୍ଷା ବୈଠକ

#ରାଜସ୍ୱ_ଆଦାୟର_ଲକ୍ଷ୍ୟ_ପୂରଣ_ପାଇଁ_ସମୀକ୍ଷା_ବୈଠକ    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ସମେତ ସମସ୍ତ ତହସିଲର ତହସିଲଦାର, ସମସ୍ତ ରେଜିଷ୍ଟାର ଓ ରାଜସ୍ୱ ବିଭାଗର କର୍ମକର୍ତା ଉପସ୍ଥିତ ରହି ରାଜସ୍ୱ ଆଦାୟ ସଂପର୍କରେ ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ନିଷ୍ପତି […]

Continue Reading