#କରୋନା_ଆକ୍ରାନ୍ତଙ୍କ_ସଂଖ୍ୟା_୫୦ ଛୁଇଁଲା          

ରାଜଧନୀରେ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧନୀରେ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ         ଭୁବନେଶ୍ୱର   :  କାୟା ବିସ୍ତାର କରୁଛି କରୋନା । ରବିବାର ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।  ରବିବାର ରାତିରେ ଟୁଇଟ୍ କରି ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ କେବଳ  ଭୁବନେଶ୍ବରରେ କରୋନା […]

Continue Reading