ରମଜାନ୍ ପାଳନ ନେଇ ମୈାଲବୀ ଓ ମୁରବୀ ମାନଙ୍କ ସହ ପୋଲିସ ପ୍ରଶାସନର ଆଲୋଚନା

ରମଜାନ୍ ପାଳନ ନେଇ ମୈାଲବୀ ଓ ମୁରବୀ ମାନଙ୍କ ସହ ପୋଲିସ ପ୍ରଶାସନର ଆଲୋଚନା

#ରମଜାନ୍_ପାଳନକ_ନେଇ_ମୈାଲବୀ_ଓ_ମୁରବୀ_ମାନଙ୍କ_ସହ_ଆଲୋଚନା           କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁସଲିମ ସଂପ୍ରଦାୟର ସାହି ମୁରବୀ ଓ ମୈାଲବୀ ମାନଙ୍କ ସହ ବୁଧବାର ଆଲୋଚନା କରାଯାଇଛି । ଆସନ୍ତା ୨୪ ତାରିଖ ଠାରୁ ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଥିବାରୁ କରୋନା ଲକଡାଉନ କଟକଣା ଓ ସାମାଜିକ ଦୂରତା ପାଳନ ପାଇଁ ରାଜ୍ୟ ସରକାର ଜାରି କରିଥିବା ନୂତନ ଗାଇଡ ଲାଇନ ବିଷୟରେ ଆଲୋଚନା କରାଯାଇଥିଲା । ବୁଧବାର ପୂର୍ବାହ୍ନରେ ପୁରୁଣା ବସଷ୍ଟାଣ୍ଡ […]

Continue Reading