ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ

ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ

#ଯାଜପୁର_ବିଧାନସଭା_କ୍ଷେତ୍ର_ବିଜେଡି_କର୍ମକର୍ତ୍ତା_ସମ୍ମିଳନୀ    ଯାଜପୁର  : (ବିଶ୍ବଜିତ ରଣା) ଯାଜପୁର ବିଧାନସଭା କ୍ଷେତ୍ର ବିଜେଡି କର୍ମକର୍ତ୍ତା ସମ୍ମିଳନୀ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଗତ ୫ ତାରିଖ ଦିନ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଙ୍ଗଠନିକ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଦୀର୍ଘ ୨୦ବର୍ଷ ପରେ ଖୋଦ ମୁଖ୍ୟମନ୍ତ୍ରୀ ଜଣେ […]

Continue Reading