ଯାଜପୁର ବାଳାଶ୍ରମ ପଡିଆ ରେ ପରିବା ଓ ମାଛ ମାର୍କେଟ ହେଲା: ଜିଲ୍ଲାପାଳଙ୍କ ତାଗିତ

ଯାଜପୁର ବାଳାଶ୍ରମ ପଡିଆ ରେ ପରିବା ଓ ମାଛ ମାର୍କେଟ ହେଲା: ଜିଲ୍ଲାପାଳଙ୍କ ତାଗିତ

#ଯାଜପୁର_ବାଳାଶ୍ରମ_ପଡିଆରେ_ପରିବା_ଓ_ମାଛ_ମାର୍କେଟ_ହେଲା      ଯାଜପୁର  : ( ବିଶ୍ବଜିତ ରଣା ) ଯାଜପୁର ଟାଉନ ର ଆର ଏମ୍ ସି ଓ ମୋଟରଙ୍ଗାପାଳ ହାଟ କୁ ବାଳାଶ୍ରମ ପଡିଆ କୁ କରୋନା ନିମନ୍ତେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ଉଠାଇ ନିଆଯାଇଛି। ଯାହା ଫଳରେ   ଗ୍ରାହକ ମାନେ ସାମାଜିକ ଦୂରତାକୁ ବଜାୟ ରଖି ସେମାନଙ୍କର ଦରକାରୀ ସାମଗ୍ରୀ ନେଇ ପାରିବେ ବୋଲି  ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି। ଏହି ବାଳାଶ୍ରମ ପଡିଆ କୁ ମାଛ ଓ ପନିପରିବା ମାର୍କେଟ […]

Continue Reading