ଯାଜପୁରରେ ୫ ନୂଆ କରୋନା ପଜିଟିଭ ଚିହ୍ନଟ

ଯାଜପୁରରେ ୫ ନୂଆ କରୋନା ପଜିଟିଭ ଚିହ୍ନଟ

#ଯାଜପୁରରେ_୫_ନୂଆ_କରୋନା_ପଜିଟିଭ_ଚିହ୍ନଟ        ଯାଜପୁର  :  ( ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାରେ ସୋମବାର ଆଉ ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ପରୀକ୍ଷା ଦ୍ୱାରା ଏହି ୫ ଜଣଙ୍କର ପଜିଟିଭ ଜଣାପଡି଼ବା ପରେ ଜିଲ୍ଲାରେ ମୋଟ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭ ରେ ପହଂଚିଛି । ତେବେ ଏହି ୫ଜଣ ନୂଆ ଚିହ୍ନଟ ମାନେ ସମସ୍ତେ କୋଲକତାରୁ ଆସିଥିବା ଜଣାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି […]

Continue Reading