ଯାଜପୁରରେ ଧାନ ସଂଗ୍ରହ ସମୀକ୍ଷା ବୈଠକ

ଯାଜପୁରରେ ଧାନ ସଂଗ୍ରହ ସମୀକ୍ଷା ବୈଠକ

#ଯାଜପୁରରେ_ଧାନ_ସଂଗ୍ରହ_ସମୀକ୍ଷା_ବୈଠକ   ଯାଜପୁର : (ବିଶ୍ବଜିତ ରଣା) ଜିଲ୍ଲାରେ ଧାନ କିଣାକୁ ସୁନିୟନ୍ତ୍ରିତ କରିବା ସହ ଯେପରି ଅଭାବି ବିକ୍ରୀ ନହୁଏ ସେଥିପାଇଁ ପ୍ରତ୍ୟେକ ସମ୍ୱେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣିନାୟକ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳ୍ାରେ ଧାନ ସଂଗ୍ରହର ଅଗ୍ରଗତି ଓସମସ୍ୟା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତଜିଲ୍ଲାପାଳ ଶ୍ରୀ ନାୟକ ପୂର୍ବରୁ ଏକାଧିକ ବାର ବୈଠକ ସବିଚ୍ଥି ଓ ଆଲୋଚନା […]

Continue Reading