ଆପଣମାନେ ଘରେ ରୁହନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ କରୋନା ମୁକ୍ତ କରନ୍ତୁ - ମହାରଥୀ

ଆପଣମାନେ ଘରେ ରୁହନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ କରୋନା ମୁକ୍ତ କରନ୍ତୁ – ମହାରଥୀ

#ମୋ_ନିର୍ବାଚନ_ମଣ୍ଡଳୀକୁ_କରୋନା_ମୁକ୍ତ_କରନ୍ତୁ’    ପିପିଲି :   ( ବିଜୟ କୁମାର ମହାପାତ୍ର ) ସମଗ୍ର ବିଶ୍ୱରେ କରୋନା କୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସମଗ୍ର ଦେଶରେ ଏବେ ଲକ ଡ଼ାଉନ କରାଯାଇଛି । ତେବେ ଏହି ଲକ ଡ଼ାଉନରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ପିପିଲି ନିର୍ବାଚନ ମଣ୍ଡଳୀରେ କିଭଳି ରହିଛି ସ୍ଥିତି ସେ ସମ୍ପର୍କରେ ପିପିଲି ଓ ଡେଲ଼ ।ଙ୍ଗର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଜି […]

Continue Reading