ମୃତ ନବଜାତକକୁ ଝୁଣି ଖାଇଲା କୁକୁର

ମୃତ ନବଜାତକକୁ ଝୁଣି ଖାଇଲା କୁକୁର

#ମୃତ_ନବଜାତକକୁ_ଝୁଣି_ଖାଇଲା_କୁକୁର   ରାୟଗଡ଼ା: ମୃତ ନବଜାତ ଶିଶୁର ଶରୀରକୁ ଆଜି ଝୁଣି ଖାଇଛି କୁକୁର। ରାୟଗଡା ସହରର ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ ନଦୀ କୂଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିଶୁର ମୃତଦେହକୁ ଧରି କୁକୁର ବୁଲୁଥିବା ଦେଖି କିଛି ଲୋକ ଗଣମାଧ୍ୟମ ଓ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ କୁକୁର ଧରି ନଦୀ ତଳକୁ ଖସି ପଳାଇଥିଲା। ଶିଶୁର ଗୋଟିଏ ହାତକୁ କୁକୁର ଖାଇ […]

Continue Reading