ଯାଜପୁର ମାତୃସଦନରେ ଶ୍ରୀମାଙ୍କ ଜୟନ୍ତୀ ପାଳିତ

#ମାତୃସଦନରେ_ଶ୍ରୀମାଙ୍କ_ଜୟନ୍ତୀ_ପାଳିତ  ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ନରଣପୁରସ୍ଥ ମାତୃସଦନରେ ଜଗତ୍ଜନନୀ ଶ୍ରୀମା ଙ୍କର ପବିତ୍ର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ସକାଳ ୯.୪୫ମି. ରେ ଶ୍ରୀ ଅରବିନ୍ଦଙ୍କ ସମାଧିରେ ଧୂପ ପୁଷ୍ପ ପ୍ରଦାନ ପରେ ସମୂହ ଧ୍ୟାନ ଅନୁଷ୍ଠିତ ହୋଇଥିଲା । ଏହାପରେ ଦିବା ୧୧ ଘଟିକାରେ ଶ୍ରୀମା ଙ୍କର ଜୀବନାଦର୍ଶ ଉପରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହେବାପରେ ମଧ୍ୟାହ୍ନରେ ସମୂହ ପ୍ରସାଦ […]

Continue Reading