ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

#ମାଡ_ଖାଇ_କେସ୍_ନେଲେ_ଅଙ୍ଗନୱାଡି_କର୍ମୀ              କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା, ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ ହେବାପରେ ଅଭିଯୁକ୍ତ ଜଣକ ଆଗତୁରା ଥାନାରେ ଏତଲା ଦେବାରୁ ସଂପୃକ୍ତ ଅଙ୍ଗନୱାଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣା ପଡିଛି । ଘଟଡଣାରୁ ପ୍ରକାଶ ଯେ, ଡେରାବିଶ ବ୍ଲକ ବିଭୂତିପଡା ସେକ୍ଟରର ଗୁଡୁ,ଗୁଡି(ମିନି) ଅଙ୍ଗନୱାଡି କେନ୍ଦ୍ରରେ ଗୀତାଞ୍ଜଳୀ ପ୍ରଧାନ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ଗତ ୫ ତାରିଖ ଦିନ […]

Continue Reading