ସାନିଟାଇଜେସନ କରିବା ସହ ମାଗଣାରେ ସାନିଟାଇଜର ଓ ମାସ୍କ ବାଣ୍ଟିଲେ ପ୍ରବୀର

ସାନିଟାଇଜେସନ କରିବା ସହ ମାଗଣାରେ ସାନିଟାଇଜର ଓ ମାସ୍କ ବାଣ୍ଟିଲେ ପ୍ରବୀର

 #ମାଗଣାରେ_ସାନିଟାଇଜର_ଓ_ମାସ୍କ_ବାଣ୍ଟିଲେ        ପିପିଲି  : (ବିଜୟ କୁମାର ମହାପାତ୍ର) ମହାମାରୀ କରୋନା ଭୁତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ଆତଙ୍କିତ କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ସବୁଆଡେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ବାହାରକୁ ନ ବାହାରି ଘରେ ରହିବା, ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ହାତ ଧୋଇବା ,ସାମାଜିକ ଦୁରତ୍ୱ ରକ୍ଷା କରି ସଂକ୍ରମଣ ରୁ ଦୁରରେ ରହିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । […]

Continue Reading