ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

#ମହିଳା_ଟ୍ବେଣ୍ଟି_୨୦_ବିଶ୍ଵକପ_ଫାଇନାଲରେ_ଭାରତ      ସିଡନୀ : ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆ ପୁଣିଥରେ ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପର ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ରବିବାର ଦିନ ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଭାରତ ସହ ହେବ। ସେହିପରି ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଫଳରେ ଗ୍ରୁପ ପର୍ଯ୍ୟାୟରେ ସର୍ବାଧିକ ୮ ପଏଣ୍ଟ୍ […]

Continue Reading