ମହିପାଳ ଶନି ମନ୍ଦିର କମିଟି ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ
#ମହିପାଳ_ଶନି_ମନ୍ଦିର_କମିଟି_ତରଫରୁ_ରନ୍ଧା_ଖାଦ୍ୟ_ବଣ୍ଟନ କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ମହିପାଳ ସ୍ଥିତ ଶନି ମନ୍ଦିର କମିଟି ପ୩ରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ମଙ୍ଗଳବାର ମଧ୍ୟାହ୍ନରେ ପ୍ରାୟ ୩୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ମହିପାଳ , କଜଳା, ନୂଆ ବସଷ୍ଟାଣ୍ଡ, ଜନଜାତି ବସ୍ତି ଅଂଚଳରେ ଏହି ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ଦାସ, ମିର ମୁର୍ସିଦ, ସୁକ ମହାନ୍ତି, ପ୍ରଭାତ ମହାନ୍ତି, ରବିନ୍ଦ୍ର କୁମାର ଜେନା, ଅମୁଲ୍ୟ ସାମନ୍ତରାୟ, […]
Continue Reading