ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ପ୍ରମୁଖ ଶୈବପୀଠ

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ପ୍ରମୁଖ ଶୈବପୀଠ

#ମହାଶିବରାତ୍ରୀ_ପାଇଁ_ଚଳଚଞ୍ଚଳ_ପ୍ରମୁଖ_ଶୈବପୀଠ  ଭୁବନେଶ୍ୱର :  ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର  ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି।  ଭୋର ୩ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସହ ମନ୍ଦିର ବେଢ଼ାକୁ ବିଭିନ୍ନ ଫୁଲରେ ସଜାଯାଇଛି। ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏ […]

Continue Reading