ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

#ମହାକାଶରୁ_ଆସୁଛି_ରହସ୍ୟମୟ_ରେଡିଓ_ତରଙ୍ଗ  ନ୍ୟୟର୍କ : ମହାକାଶରୁ ପୃଥିବୀକୁ ଆସୁଥିବା ରହସ୍ୟମୟ ରେଡିଓ ତରଙ୍ଗ ବୈଜ୍ଞାନିକଙ୍କ ବଢାଇଛି ଚିନ୍ତା। ରହସ୍ୟମୟ ରେଡିଓ ତରଙ୍ଗ ମହାକାଶରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ୧୬ ଦିନ ବ୍ୟବଧାନରେ ପୃଥିବୀକୁ ଆସୁଛି। ପ୍ରଥମ ଚାରି ଦିନ ପ୍ରତି ଘଣ୍ଟାରେ ଥରେ କିମ୍ବା ଦୁଇ ଥର ଏହି ତରଙ୍ଗ ଆସୁଛି। ତା ପରେ ୧୨ ଦିନ ଯାଏ  ତରଙ୍ଗ ଆସିବା ବନ୍ଦ ହୋଇଯାଉଛି । ମହାକାଶରୁ  ଅନେକ ସମୟରେ ରେଡିଓ ତରଙ୍ଗ ପୃଥିବୀକୁ ଆସେ।ପୂର୍ବରୁ ଅନେକ ଥର […]

Continue Reading