ମରି ବି ଅମର ରାଜଲକ୍ଷ୍ମୀ, ତୃତୀୟ ସଫଳ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ

ମରି ବି ଅମର ରାଜଲକ୍ଷ୍ମୀ, ତୃତୀୟ ସଫଳ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ

#ମରି_ବି_ଅମର_ରାଜଲକ୍ଷ୍ମୀ    ଭୁବନେଶ୍ବର  : ରାଜ୍ୟରେ ତୃତୀୟ ଥର ପାଇଁ କିଡନୀ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ । ବୁଧବାର ଏକ ଘରୋଇ ହସ୍ପିଟାଲରେ ବ୍ରେନ ଡେଡ୍ ହେଲା ପରେ ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସଙ୍କ କିଡନୀ ଦାନ କରିଥିଲେ ପରିବାର ଲୋକ । ରାଜଲକ୍ଷ୍ମୀଙ୍କ ଦୁଇଟି କିଡିନ୍‌ କଟକ ଏସସିବିରେ ଚିକିତ୍ସିତ ଦୁଇ ରୋଗୀଙ୍କୁ ଦାନ କରାଯାଇଛି । ସେପଟେ ପୁରୀ ସ୍ବର୍ଗ ଦ୍ବାରରେ ରାଜଲକ୍ଷ୍ମୀଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସେ ଆଉ ଦୁନିଆରେ ନାହାନ୍ତି ସତ […]

Continue Reading