ଭୁବନେଶ୍ୱରରୁ ୧୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱରରୁ ୧୧ କରୋନା ସଂକ୍ରମିତ ଚିହ୍ନଟ

#ଭୁବନେଶ୍ୱରରୁ_୧୧_କରୋନା_ସଂକ୍ରମିତ_ଚିହ୍ନଟ            ଭୁବନେଶ୍ୱର  : ଭୁବନେଶ୍ୱରରରୁ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ ସଙ୍ଗରୋଧରେ ଥିଲେ । ୧୧ଜଣଙ୍କ ମଧ୍ୟରୁ ୭ଜଣ ମେଂଚଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ବୋଲି ନିଗମ ପକ୍ଷରୁ କୁହା […]

Continue Reading