ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

#ଭାରପ୍ରାପ୍ତ_ଜିଲ୍ଲାପାଳଙ୍କ_ମୁଖ୍ୟ_ଚିକିତ୍ସାଳୟ_ପରିଦର୍ଶନ       ଯାଜପୁର : ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଥିଲେ । ଶିଶୁ ଓ ପ୍ରସୂତୀ ୱାର୍ଡ ଗୁଡିକୁ ବୁଲି ଦେଖିବା ସହ ରୋଗୀ ଓ ଚିକିତ୍ସକ ମାନଙ୍କ ସହ ଆଲୋଚନା କରିଥିଲେ । ପରିଷ୍କାର ପରିଚ୍ଚ୍ଥନ୍ନତା ଠିକ୍ ଥିବାରୁ ଓ ରୋଗୀ ମାନଙ୍କୁ ବେଡସିଟ୍ ପ୍ରଦାନ କରାଯାଇଥିବାରୁ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ନିୟମିତ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ତେବେ ରୋଗୀ […]

Continue Reading