ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି

ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି

#ଭାରତ_ବିଶ୍ବର_ପଞ୍ଚମ_ବୃହତ୍_ଅର୍ଥନୀତି    ନୂଆଦିଲ୍ଲୀ: ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି। ୨୦୧୯ରେ ଭାରତର ଅର୍ଥନୀତି ବ୍ରିଟେନ ଏବଂ ଫ୍ରାନ୍ସକୁ ଅତିକ୍ରମ କରି ବିଶ୍ବର ପଞ୍ଚମ ବଡ଼ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଆମେରିକାର ୱାର୍ଲଡ ପପୁଲେସନ୍ ରିଭ୍ୟୁ ନାମକ ଏକ ସ୍ବାଧୀନ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଭାରତ ଏକ ଉନ୍ମୁକ୍ତ ବଜାର ଅର୍ଥନୀତିରେ ପରିଣତ ହେଉଛି। ୨୦୧୯ରେ ଭାରତର ଜିଡିପି ବା ମୋଟ ଘରୋଇ ଉତ୍ପାଦ ୨.୯୪ […]

Continue Reading