ଭାରତୀୟ ଔଷଧ ଶିଳ୍ପ ଉପରେ ’କରୋନା’ ପ୍ରଭାବ : ନୀତି ଆୟୋଗର ଜରୁରୀ ବୈଠକ

#ଭାରତୀୟ_ଔଷଧ_ଶିଳ୍ପ_ଉପରେ_କରୋନା_ପ୍ରଭାବ  ନୂଆଦିଲ୍ଳୀ : ଚୀନରେ କରୋନା ଭୂତାଣୁ ସଂକ୍ରମଣ ଓ ଏହାର ବ୍ୟାପକତା ଯୋଗୁଁ  ଭାରତୀୟ ଔଷଧ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଭାରତ ସେଠାରୁ ଆମଦନୀ କରୁଥିବା ବିଭିନ୍ନ ସାମଗ୍ରୀର ଉପଳବ୍ଧତା ପ୍ରଭାବିତ ହୋଇଛି। ଔଷଧପତ୍ରରେ ବ୍ୟବହାର ହେଉଥିବା କଞ୍ଚାମାଲ ମୁଖ୍ୟତଃ ଚୀନ୍‍ରୁ ଆସିଥାଏ। ଏହି ଆମଦାନୀ ଏବେ ପ୍ରଭାବିତ ହୋଇଥିବାରୁ ତାହାର ମୁକାବିଲା କରିବା ପାଇଁ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା […]

Continue Reading