ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

ଭବାନୀପାଟଣାରେ ଡିଜପି ଅଭୟଙ୍କ ମାଓ ସମୀକ୍ଷା ବୈଠକ

#ଭବାନୀପାଟଣାରେ_ଡିଜପିଙ୍କ_ମାଓ_ସମୀକ୍ଷା_ବୈଠକ  ଭବାନୀପାଟଣା: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି କଳାହାଣ୍ଡି ଦିନିକିଆ ଗସ୍ତ କରି ଭବାନୀପାଟଣାରେ ମାଓ ସମୀକ୍ଷା କରିଛନ୍ତି। ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ କିଭଳି ମାଓଦମନ କରାଯାଇପାରିବ ସେ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି। ମାଓ ଦମନ ପାଇଁ କ’ଣ ସବୁ ଆବଶ୍ୟକ ଏବଂ କେଉଁ ପଦ୍ଧତିରେ ଏହି ଜିଲ୍ଲାଗୁଡ଼ିକରୁ ମାଓ […]

Continue Reading