ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ

ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ

#ବ୍ୟବସ୍ଥାରେ_ପରିବର୍ତ୍ତନ_ଆଇନ_ଅନୁସାରେ_ହେବା_ଉଚିତ   ନୂଆଦିଲ୍ଲୀ: ଆଇନ କାନୁନ୍‍ ସାମାଜିକ ପରିବର୍ତ୍ତନର ଭିତ୍ତିଭୂମି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଆଇନ ସବୁଠୁ ଊର୍ଦ୍ଧ୍ବରେ ଓ ଭାରତର ଜନସାଧାରଣଙ୍କର ନ୍ୟାୟପାଳିକା ଉପରେ ଦୃଢ଼ ବିଶ୍ୱାସ ରହିଛି। ନୂଆଦିଲ୍ଲୀରେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତିକ ନ୍ୟାୟିକ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ସମ୍ପ୍ରତି ଦେଇଥିବା ରାୟର […]

Continue Reading