ବେଆଇନ ଇଟାଭାଟି ମାଫିଆଙ୍କ ଆତଙ୍କରେ ଗ୍ରାମବାସୀ ଅତିଷ୍ଠ

ବେଆଇନ ଇଟାଭାଟି ମାଫିଆଙ୍କ ଆତଙ୍କରେ ଗ୍ରାମବାସୀ ଅତିଷ୍ଠ

#ବେଆଇନ_ଇଟାଭାଟି_ମାଫିଆଙ୍କ_ଆତଙ୍କରେ_ଗ୍ରାମବାସୀ_ଅତିଷ୍ଠ      କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ପଣସଗଣ୍ଡ ପଂଚାୟତ ଅଧିନ ରାମଚନ୍ଦ୍ରପୁର ପଟଣା ଗ୍ରାମରେ ଇଟାଭାଟି ମାଫିଆଙ୍କ ପାଇଁ ଗ୍ରାମବାସୀ ମାନେ ପରିବେଶ ପ୍ରଦୂଷଣ ଓ ଇଟାଭାଟି ଧୂଆଁରେ ଅତିଷ୍ଠ ହେଉଛନ୍ତି । ବେଆଇନ ଭାବେ ଇଟାଭାଟି କରି ଗୋଚର ଓ ସ୍କୁଲ ପଡିଆରୁ ମାଟି ଉଠାଇ ନେଉଥିବା ଏହି ଦୁର୍ବୁତଙ୍କ ଧମକରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ବୁଧବାର ଗ୍ରାମର ଶତାଧିକ ବ୍ୟକ୍ତି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ […]

Continue Reading