ବୃଦ୍ଧାଶ୍ରମରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୃଦ୍ଧାଶ୍ରମରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

#ବୃଦ୍ଧାଶ୍ରମରେ_ଅସହାୟଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ    ରମ୍ଭା  :  କରୋନା   ବିଶ୍ୱ ସମୁଦାୟକୁ ଆତଙ୍କିତ କରିଥିବା ବେଳେ ଭାରତ ରେ ୨୧ ଦିନିଆ ଲକ ଡାଉନ ଘୋଷଣା କରାଯାଇଛି। ଫଳରେ ନିଃସହାୟ ଅବସ୍ଥାରେ ରହୁଥିବା ଲୋକେ ଖାଦ୍ୟାଭାବ ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।    ଏପରି ସ୍ଥଳେ ଖଲ୍ଲିକୋଟ ବ୍ଲକ ର ଗୋଲା ଗଣ୍ଡାପଲ୍ଲୀ ଗ୍ରାମରେ ରହିଥିବା ଦେବିକୃପା ତୃପ୍ତି ଡ୍ରିଂକ୍ସର ପ୍ରୋପାଇଟର ଗୌରୀ ଶଙ୍କର ପାତ୍ର ନିଃସହାୟ ମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଆଗେଇ ଆସିଥିବା […]

Continue Reading