#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ            

ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୧୧ ମୃତ

#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ                ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଅନ୍ତର୍ଗତ ଆରଆର ଭେଙ୍କଟପୂରମରେ ଥିବା ଏକ କେମିକାଲ ପ୍ଲାଣ୍ଟ୍‌ରେ ଏଲଜି ପଲିମରରୁ ଗୁରୁବାର ଭୋର ସମୟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ହଜାରରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।୩୦୦ଙ୍କ ଅବସ୍ଥା ଗୁରୁତର ରହିଛି। ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ଭଲବ ଖରାପ ହୋଇଯାଇଥିବାରୁ […]

Continue Reading