ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

#ବିବାହ_କରିବାକୁ_ଯାଇଥିବା_ଦୁଇ_ବରକୁ_ଉଠାଇ_ଆଣିଲା_ପୁଲିସ    ଫୁଲବାଣୀ: କରୋନା ପାଇଁ କଟକଣା ସତ୍ତ୍ୱେ ଜଣେ ଯୁବକ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କଟକଣା ସତ୍ତ୍ୱେ ବିବାହ କରୁଥିବାରୁ ଜଣେ ବରଙ୍କୁ ପୁଲିସ ବେଦୀ ଉପରୁ ଉଠାଇଆଣିଛି | ମିଳିଥିବା ସୂଚନା ମୁତବକ ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ […]

Continue Reading