ବିଜେପିରେ ମିଶିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବିଜେପିରେ ମିଶିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

#ବିଜେପିରେ_ମିଶିଲେ_ଜ୍ୟୋତିରାଦିତ୍ୟ_ସିନ୍ଧିଆ      ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବା ପରେ ଜ୍ୟାେତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ସରକାର ଏବଂ ତାଙ୍କର ପୂର୍ବତନ ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ନିଜର ଦୂରଦୃଷ୍ଟି ହରାଇଛି। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିବାରେ ବିଫଳ ହୋଇଛି ବୋଲି ସିନ୍ଧିଆ କହିଛନ୍ତି। କଂଗ୍ରେସ ଉପରେ ଯଦିଓ ବର୍ଷିଛନ୍ତି ହେଲେ କଂଗ୍ରେସର କୌଣସି ନେତାଙ୍କ ନାମ ସେ ନେଇନାହାନ୍ତି। କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ […]

Continue Reading