ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

#ବିଜେଡିର_୪_ପ୍ରାର୍ଥୀ_ରାଜ୍ୟସଭାକୁ_ନିର୍ବାଚିତ     ଭୁବନେଶ୍ୱର  :  ବିଜେଡିର ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବୁଧବାର ଅପରାହ୍ନରେ ବିଧାନସଭାର ସମ୍ମିଳନୀ କକ୍ଷଠାରେ ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ମମତା ମହାନ୍ତ , ସୁଜିତ୍ କୁମାର , ମୁନା ଖାନ୍ ଓ ସୁବାସ ସିଂହ ଶ୍ରୀ ଶତପଥୀଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ । ପରେ ପରେ ନିର୍ବାଚିତ ପ୍ରାର୍ଥୀମାନେ ବାଚସ୍ପତି  ସୂର୍ଯ୍ୟ ନାରାୟଣ […]

Continue Reading