ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

#ବାହାର_ରାଜ୍ୟ_ଫେରନ୍ତାଙ୍କ_ପାଇଁ_ଜିଲ୍ଲା_ପ୍ରଶାସନର_ପ୍ରସ୍ତୁତି        କେନ୍ଦ୍ରାପଡା  : ମଇ ୩ ତାରିଖରେ କରୋନା ଭୂତାଣୁ ସଂକ୍ରମଣ ଜନିତ କଟକଣାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଜିଲ୍ଲାର ଲକ୍ଷାଧିକ ପ୍ରବାସୀ କେନ୍ଦ୍ରାପଡା ବାସିନ୍ଦା ୩ ତାରିଖ ପରେ ନିଜ ନିଜ ଗାଁକୁ ଫେରିବା ପାଇଁ ପଂଚାୟତ ସ୍ତରରେ ନାମ ପଞ୍ଜିକରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଯାଇଛି । ଅନ୍ୟ ଜିଲ୍ଲାରେ ଥିବା ଓ ଅନ୍ୟ ପ୍ରଦେଶରେ ଥିବା କେନ୍ଦ୍ରାପଡାର ଲୋକମାନେ ବିଶେଷ କରି ଶ୍ରମିକ ମାନେ ଗାଁକୁ […]

Continue Reading