ବାହାର ରାଜ୍ୟର ଶତାଧିକ ଫେରିବାଲା ଅଟକିଛନ୍ତିି କେନ୍ଦ୍ରାପଡାରେ

ବାହାର ରାଜ୍ୟର ଶତାଧିକ ଫେରିବାଲା ଅଟକିଛନ୍ତିି କେନ୍ଦ୍ରାପଡାରେ

#ବାହାର_ରାଜ୍ୟର_ଶତାଧିକ_ଫେରିବାଲା_ଅଟକିଛନ୍ତିି_କେନ୍ଦ୍ରାପଡାରେ        କେନ୍ଦ୍ରାପଡା : ବାହାର ରାଜ୍ୟର ଶତାଧିକ ଫେରିବାଲା  କେନ୍ଦ୍ରାପଡାରେ ଅଟକି ରହିଥିବା ଜଣା ପଡିଛି । କରୋନା  ସଂକ୍ରମଣ ଜନିତ କଟକଣା ଲାଗୁ କରାଯାଇ ଥିବାରୁ ଗମନାଗମନ ଓ  ବୁଲି ବୁଲି ଫେରି କରିବା ଉପରେ କଟକଣା ଥିବାରୁ ଏମାନେ ଅନ୍ୟ  କୁଅଡେ ଯାଇ ନପାରି କେନ୍ଦ୍ରାପଡା ସହର ସଲଗ୍ନ ରଣପଡା,  ଆମବାଡି, ପୋଷ୍ଟ ଅଫିସ ଲେନ, ଜଇପୁରା, ଦିଲାରପୁର ପ୍ରଭୃତି  ଅଂଚଳରେ ଅଟକି ରହିଛନ୍ତି । ବିହାର, ପଶ୍ଚିମ ବଙ୍ଗ , ଉତରପ୍ରଦେଶ  ପ୍ରଭୃତି […]

Continue Reading