ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

#ବରିଷ୍ଠ_ପ୍ରଶାସକ_ପ୍ରିୟବ୍ରତ_ପଟ୍ଟନାୟକଙ୍କ_ଅନ୍ତିମ_ସଂସ୍କାର        ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ୧୯୭୬ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମରଶରୀର ମୁମ୍ବାଇରୁ ଆସି ପହଞ୍ଚିଥିଲା ଏବଂ ଏହାପରେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ଭୁବନେଶ୍ବର କ୍ଲବରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାତି ପ୍ରାୟ ୮.୩୦ ବେଳକୁ ସତ୍ୟନଗର ଶ୍ମଶାନ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ମନ୍ତ୍ରୀ ଅରୁଣ […]

Continue Reading