ଯାଜପୁରର ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ଶୋକ

ଯାଜପୁରର ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ଶୋକ

#ବରିଷ୍ଠ_କଂଗ୍ରେସ_ନେତାଙ୍କ_ବିୟୋଗରେ_ଶୋକ      ଯାଜପୁର : ଯାଜପୁର ମ୍ୟୁନିସିପାଲିଟିର ୧୬ ନମ୍ବର ୱାର୍ଡ଼ସ୍ଥିତ ଚମ୍ପାମଡ଼େଇ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ହରିସାମନ୍ତ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ପଣ୍ଡାଙ୍କର ଗତକାଲି ରାତି ୧୦ଟା ୩୦ମି. ସମୟରେ ପରଲୋକ ହୋଇଯାଇଛି । ସେ ଜଣେ ମେଳାପି, ଆଦର୍ଶ ଛାତ୍ର ବତ୍ସଳ ପ୍ରଧାନଶିକ୍ଷକ ଭାବରେ ଯାଜପୁର ସହରରେ ବେଶ୍ ଜଣାଶୁଣା ଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବରେ ସେ ପ୍ରାୟ ନିଜ ୱାର୍ଡ଼ରୁ ୩ ଥର ପୌରପାଳିକାର […]

Continue Reading