ବରଯାତ୍ରୀଙ୍କ ଶେଷଯାତ୍ରା, ନଈକୁ ଖସିଲା ବସ ୨୪ ମୃତ
#ବରଯାତ୍ରୀଙ୍କ_ଶେଷଯାତ୍ରା,_ନଈକୁ_ଖସିଲା_ବସ_୨୪_ମୃତ କୋଟା : ବରଯାତ୍ରୀଙ୍କ ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା । ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍ । ପୋଲ ତଳକୁ ଖସିବା ଦ୍ବାରା ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ବୁଧବାର ଦିନ ରାଜସ୍ଥାନର କୋଟାରୁ ମାୟରା ଯାଉଥିଲା ଏକ ଯାତ୍ରାବାହୀ ବସ୍ । ଏକ […]
Continue Reading