ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଲାଗି ରହିଛି ବଡ ଧରଣର ଭୂମିକମ୍ପ ବିପଦ

ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଲାଗି ରହିଛି ବଡ ଧରଣର ଭୂମିକମ୍ପ ବିପଦ

#ବଡ_ଧରଣର_ଭୂମିକମ୍ପ_ବିପଦ  କାନପୁର :  ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଆସିପାରେ ଭୀଷଣ ଭୂମିକମ୍ପ। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ରୁ ୮.୫ ପର୍ଯ୍ୟନ୍ତ ରହିପାରେ। ଆଇଆଇଟି କାନପୁରର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜାଭେଦ ଏନ୍.ମଲିକ ଏହି ସୂଚନା ଦେଇଛନ୍ତି। ଏଥିଲାଗି ସେ ଯେଉଁ କାରଣ କହିଛନ୍ତି ତାହା ହେଉଛି ଗତ ୫ଶହ ବର୍ଷରେ ଗଙ୍ଗା ସମତଳ ଅଞ୍ଚଳରେ ସେପରି କୌଣସି ବଡ ଧରଣର ବନ୍ୟା ଆସିନଥିବା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆଇଆଇଟି କାନପୁର ଡିଜିଟାଲ […]

Continue Reading