ବଙ୍ଗ ବନ୍ଧୁ ମୁଜିବୁର ରହେମାନଙ୍କ ହତ୍ୟାରେ ସଂପୃକ୍ତ ଅଧିକାରୀଙ୍କୁ ଫାଶୀ

ବଙ୍ଗ ବନ୍ଧୁ ମୁଜିବୁର ରହେମାନଙ୍କ ହତ୍ୟାରେ ସଂପୃକ୍ତ ଅଧିକାରୀକୁ ଫାଶୀ

#ବଙ୍ଗ_ବନ୍ଧୁ_ମୁଜିବୁର-ରହେମାନଙ୍କ_ହତ୍ୟାରେ_ସଂପୃକ୍ତ_ଅଧିକାରୀକୁ_ଫାଶୀ      ଢାକା : ୧୯୭୫ ମସିହାରେ ବାଙ୍ଗଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହେମାନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ପୂର୍ବତନ ସେନା ଅଧିକାରୀ ଅବ୍ଦୁଲ ମାଜିଦଙ୍କୁ  ଶନିବାର ମଧ୍ୟରାତ୍ରୀରେ ଫାଶୀ ଦିଆଯାଇଛି। ବାଂଲାଦେଶ ସେନା ବଳପୂର୍ବକ ସରକାରୀ କ୍ଷମତା ହାସଲ କରିବା ଘଟଣାରେ ସେ ସମୟରେ ବାଙ୍ଗଲାଦେଶ ସେନାବାହିନୀରେ କ୍ୟାପଟେନ ଥିବା ଅବ୍ଦୁଲ ମାଜିଦର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ବାଙ୍ଗଲାଦେଶର ଆଇନ ମନ୍ତ୍ରୀ ଅନିସୁଲ୍ ହକ୍ ରହେମାନ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

Continue Reading