ଫେରୁଛନ୍ତି ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୧୩୮ ଭାରତୀୟ

ଫେରୁଛନ୍ତି ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୧୩୮ ଭାରତୀୟ

#ଫେରୁଛନ୍ତି_ଡାଇମଣ୍ଡ_ପ୍ରିନସେସ_ଜାହାଜରେ_ଥିବା_୧୩୮_ଭାରତୀୟ   ନୂଆଦିଲ୍ଲୀ : ଜାପାନର ୟାକାହାମା ବନ୍ଦରରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଭାରତୀୟ ମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଫେରାଇ ଅଣାଯାଉଛି । ତେବେ କେବଳ ସଂକ୍ରମିତ ହୋଇନଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ଏହି ଜାହାଜରେ ଥିବା ମୋଟ ୧୬ ଭାରତୀୟଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି । ଏମାନେ ଜାପାନରେ ଚିକିତ୍ସାଧୀନ ରହିବେ । ଏମାନଙ୍କୁ ଛାଡ଼ି […]

Continue Reading