ପ୍ଲାଟଫର୍ମ ଟିକେଟ୍ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ର ଦାବି

ପ୍ଲାଟଫର୍ମ ଟିକେଟ୍ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ର ଦାବି

#ପ୍ଲାଟଫର୍ମ_ଟିକେଟ୍_ଦରବୃଦ୍ଧି_ପ୍ରତ୍ୟାହାର_କରିବାକୁ _ଦାବି     ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟକୁ ହଠାତ୍ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । କରୋନା ଭାଇରସ୍ ଆତଙ୍କ ଯୋଗୁଁ ରେଳ ଷ୍ଟେସନ୍ ଗୁଡ଼ିକରେ ଅସମ୍ଭବ ଭିଡ଼ ହେଉଛି । ଲୋକଙ୍କ ଭିଡ଼କୁ କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି । ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ନିନ୍ଦା କରିବା ସହିତ […]

Continue Reading